←Back to Topic Hubs
Topic Hub · 2 Sources · First seen 4h ago

ବୋଲେରୋରେ ଚାଲିଥିଲା ଗଞ୍ଜେଇ ଚାଲାଣ: ୩ ଜଣଙ୍କୁ ମାଡ଼ିବସିଲା ପୋଲିସ

CROSS-MEDIA COVERAGE SPLIT
2 Mainstream0 Grassroots0 Discourse
SYNTHESIZING CROSS-SOURCE BRIEFING...
MAINSTREAM (2)
ବୋଲେରୋରେ ଚାଲିଥିଲା ଗଞ୍ଜେଇ ଚାଲାଣ: ୩ ଜଣଙ୍କୁ ମାଡ଼ିବସିଲା ପୋଲିସ
Dharitri· Mainstream· 1h ago

ବୋଲେରୋରେ ଚାଲିଥିଲା ଗଞ୍ଜେଇ ଚାଲାଣ: ୩ ଜଣଙ୍କୁ ମାଡ଼ିବସିଲା ପୋଲିସ

ଦିଗପହଣ୍ଡି,୧୯।୧୦(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ପାଟପୁର ପୋଲିସ ସୋମବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗଜପତି ଜିଲା ଅଡବା ଥାନା ଭାଲିଆଗୁଡା ଗ୍ରାମର ଦିଲ୍ଲୀପ ରଇତ, ମୋହନା ଥାନା ଖଜୁରିଆପଦା ଗ୍ରାମର ଦୁତିୟା ମଣ୍ଡଳ ଏବଂ ପିଟର ଶବରଙ୍କୁ ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟଚାଲାଣ କରିଛନ୍ତି। ଥାନା ମାମଲା ନଂ.୩୪୦/୨୬ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ୩ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ସୋମବାର ଭୋରରୁ ପାଟପୁର ଥାନା ଏସ.ଆଇ ଏସ.କେ. […]

SASambad
Sambad· Mainstream· 4h ago

Ganja Seized in Ganjam ଗଞ୍ଜାମରୁ ୧୭୦ କିଗ୍ରା ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନ ପାଟପୁର ଗାଁରେ ପୁଲିସ ଟିମ୍‌ ଚଢ଼ାଉ କରି ୧୭୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଗୋଟିଏ ବୋଲେରୋ, ୨ଟି ଦାମୀ ମୋବାଇଲ୍‌ ସହ ୩ଜଣଙ୍କୁ ଗିରଫ କରାଯାଇଛି।  Ganja: ଅପରେସନ ଶୁଦ୍ଧି: ଉତ୍ତରପ୍ରଦେଶରୁ ଧରାପଡ଼ିଲେ ୩ ଓଡ଼ିଆ ଯୁବକ, ସାଙ୍ଗରେ ନେଇଥିଲେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ପୁଲିସ

GRASSROOTS (0)

No grassroots reports in this hub.

PUBLIC DISCOURSE (0)

No discourse threads in this hub.