←Back to Topic Hubs
Topic Hub · 1 Source · First seen 2h ago
Picture of irrigation: ଜଳସେଚନର ବିକଳ ଚିତ୍ର: ବୈତରଣୀ କୂଳ ଜମି ଶୁଖିଲା
CROSS-MEDIA COVERAGE SPLIT
1 Mainstream0 Grassroots0 Discourse
MAINSTREAM (1)
SASambad
Sambad· Mainstream· 2h ago
Picture of irrigation: ଜଳସେଚନର ବିକଳ ଚିତ୍ର: ବୈତରଣୀ କୂଳ ଜମି ଶୁଖିଲା
ହାଟଡିହି: ମାସକ ତଳେ ଚାଷଜମି, ଜନବସତିକୁ ବୁଡ଼ାଇଥିଲା ନଦୀ ପାଣି। ଏବେ ସେହି ନଦୀକୂଳରେ ଥିବା ଜମି ଶୁଖିଲା। କେନାଲ ଥାଇ ମଧ୍ୟ ବିଲ ଫାଟି ଆଁ କରିଛି। ଧାନଗଛ ମରିବାକୁ ବସିଲାଣି। ଜଳସେଚନ ନାଁରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିବାବେଳେ ଏଭଳି ଚିନ୍ତାଜନକ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ର ବଞ୍ଚୋ, ଅକରୁଆ ଓ ଶାସଙ୍ଗ ପଞ୍ଚାୟତରେ। Neg
GRASSROOTS (0)
No grassroots reports in this hub.
PUBLIC DISCOURSE (0)
No discourse threads in this hub.